ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ
ଝାରସୁଗୁଡ଼ା, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ । ଝାରସୁଗୁଡ଼ା ବ୍ରଜରାଜ ନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ପଟେଲଙ୍କ ଘରେ ରେଡ କରିଛି ଭିଜିଲାନ୍ସ ଟିମ୍ ।
ବ୍ରଜରାଜନଗର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲଙ୍କ ସରକାରୀ ବାସଭବନ, ପୈତୃକ ଘର ଓ ଶ୍ୱଶୁର ସମେତ ୪ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୬ଟି ଏହି ଚଢାଉ କରିଥିବା ଜଣାପଡିଛି।