ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର, (ଓଡିଶା ଟାଇମ୍) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ(ଜେଇ) ଗିରିଶ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବୁଧବାର ଜଣାପଡ଼ିଛି। ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ … Read More

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଅନୁଗୁଳ, (ଓଡିଶା ଟାଇମ୍) :ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼ ହୋଇଛି। କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ … Read More

ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜିପିଏଚ ଡ଼ିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ମଙ୍ଗଳବାର ଜଣାପଡିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗେରେ ମୋଟ … Read More

ଭିଜିଲାନ୍ସ ଜାଲରେ ରାଜକନିକା ଥାନା ଏଏସ୍ଆଇ ବୈଷ୍ଣବ ବେହେରା

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ  ଜାଲରେ ଏଏସ୍ଆଇ  ବାବୁ । ଏକ  ଜମିଜମା ଘଟଣାର ରଫଦଫା ପାଇଁ   ଏଏସ୍ଆଇ ପାଞ୍ଚ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ସୂଚନା ଅନୁସାରେ ରାଜକନିକା ବ୍ଲକ କଣ୍ଟପଡା … Read More

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ରୋଜଗାର ସେବକ

ପୁରୀ , (ଓଡିଶା ଟାଇମ୍) :  ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ରୋଜଗାର ସେବକ। ଛଇତନାର ଗ୍ରାମ୍ୟ ରୋଜଗାର ସେବକ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଭିଜିଲାନ୍ସ ଟିମ୍ … Read More

ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

କେନ୍ଦ୍ରାପଡା, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଧରା ପଡିଲେ ପିଇଓ  ୭ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ବଙ୍ଗାଳ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ … Read More

ଲାଞ୍ଚ ନେଇ ଧରାପଡିଲେ ରାଜସ୍ୱ ନିରୀକ୍ଷକ

ଭଦ୍ରକ, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ଚାନ୍ଦବାଲି ରାଜସ୍ୱ ନିରୀକ୍ଷକ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଚାନ୍ଦବାଲି ରାଜସ୍ୱୀ ନିରୀକ୍ଷଣ ସୁବ୍ରତ ମଲ୍ଲିକ । ଜମିବାଡି କାଗଜପତ୍ର କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ … Read More

ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଦେବଗଡ଼ ପୌରାଞ୍ଚଳର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଭିଜିଲାନ୍ସ ରେଡ୍‌ । ବାସଭବନ … Read More

ଭିଜିଲାନ୍ସ ଜାଲରେ ଡିଏଫଓ ଓ ଡେପୁଟି ରେଞ୍ଜର

ଭୁବନେଶ୍ବର, (ଓଡିଶା ଟାଇମ ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡିଏଫଓ । ବଲାଙ୍ଗିର ପାଟଣାଗଡରେ କେନ୍ଦୁପତ୍ର ଫଡି ମରାମତି ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର … Read More

ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ। ବଜ୍ରାଘାତରେ ମୃତ୍ୟୁ କରିଥିବା ବ୍ୟକ୍ତିଙ୍କୁ ମିଳିଥିବା ସହାୟତା ଟଙ୍କାରେ ଭାଗ ବସାଇଲେ ପୋଲିସ୍ ବାବୁ। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ବିଛାଇଥିଲା ଜାଲ । ଏହି ସହାୟତା … Read More