ଭଦ୍ରକରେ ୭୨ ଘଣ୍ଟା ପାଇଁ ଗୋଟିଏ ଓ୍ୱାର୍ଡ ସଟ୍‌ଡାଉନ୍

ଭଦ୍ରକ, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ । ଯାହାକୁ ଦୃଷ୍ଟିରେ ରଖି ଭଦ୍ରକ ପୌରାଞ୍ଚଳର ୩୦ୱାର୍ଡରୁ ୧୨ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ତାହାମଧ୍ୟରୁ ଗୋଟିଏ ୱାର୍ଡକୁ ୭୨ ଘଣ୍ଟା ପାଇଁ … Read More