ଭଦ୍ରକରେ ୨ଟି ବଜାରକୁ ୭୨ଘଣ୍ଟା ପାଇଁ ସଟ୍ଡାଉନ୍
ଭଦ୍ରକ, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହାରି ମଧ୍ୟରେ ଭଦ୍ରକରେ ବ୍ୟବସାୟିକ ଅନୁଷ୍ଠାନର ମାଲିକ ଓ କର୍ମଚାରୀଙ୍କ ଟେଷ୍ଟ ବେଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାପରେ ଦୁଇ ଗୋଟି … Read More