ଝାରସୁଗୁଡ଼ା ସହରକୁ ଅଗଷ୍ଟ ୩୦ରୁ ୭ ଦିନ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା
ଝାରସୁଗୁଡ଼ା, (ଓଡିଶା ଟାଇମ୍) : ଝାରସୁଗୁଡ଼ା ଜିଲାରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଏ ହାକୁ ଦୃଷ୍ଟିରେ ରଖି ସାତ ଦିନ ଲାଗି ସମଗ୍ର ସହରାଞ୍ଚଳକୁ ସଟ୍ଡାଉନ୍ କରାଯିବାକୁ ଘୋଷଣା କରାଯାଇଛି। ଆଜି ଏଭଳି ଏକ ଆଦେଶନାମା ଜିଲ୍ଲାପାଳ … Read More