ରଥଯାତ୍ରା ହେବ, ଟିଭିରେ ଦେଖିବ
ଭୁବନେଶ୍ଵର (ଓଡ଼ିଶା ଟାଇମ୍): ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହେବ। ବଡ଼ ଦାଣ୍ଡରେ ରଥ ଗଡ଼ିବ। ସେବାୟତ ଓ ପୁଲିସ ଛାଡ଼ିଛାଡ଼ି ହୋଇ ଟାଣିବେ କିନ୍ତୁ ଭକ୍ତ ସ୍ଵଚକ୍ଷୁରେ ଦେଖିବେ ନାହିଁ। ଟିଭି ପର୍ଦାରେ ଏଥିଲାଗି ସରକାର ବ୍ୟବସ୍ଥା କରିବେ … Read More