ସରକାରଙ୍କ ପାଇଁ ପୁରୀ ବୋଝ: ମୁଣ୍ଡାଇବାକୁ ମିଳୁନାହାନ୍ତି ଅଧିକାରୀ, ହୋଇପାରେ ଘାତକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେବା ଲାଗି  ରାଜ୍ୟ ସରକାର ଯେମିତି ଅଣ୍ଟା ଭିଡ଼ିଛନ୍ତି ତାହାକୁ ଆଗକୁ ନେବାକୁ ଅଧିକାରୀ ମିଳୁ ନାହାନ୍ତି। ଏହାଦ୍ଵାରା ସରକାରଙ୍କୁ ବାରମ୍ବାର କୋର୍ଟରେ ଅପଦସ୍ତ ହେବାକୁ ପଡ଼ୁଛି। ଖାଲି ଧର୍ମକୁ ଆଖିଠାର … Read More

୧୫ରେ ମହାପ୍ରସାଦ ସେବନ ନିଷ୍ପତ୍ତି, ୨୦୧୮ରେ ଧାର୍ଯ୍ୟ ଅନୁସାରେ ବିକ୍ରି ହେବ

ପୁରୀ, (ଓଡିଶା ଟାଇମ୍) :ଭକ୍ତଙ୍କ ପାଇଁ ଖୁସିର ଖବର । ଆନନ୍ଦ ବଜାରରେ ମହାପ୍ରସାଦ ସେବନ ନେଇ ଆସନ୍ତା ୧୫ ତାରିଖରେ ହେବ ନିଷ୍ପତ୍ତି । ୧୫ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯିବ ନିଷ୍ପତ୍ତି । ୨୦୧୮ରେ ହୋଇଥିବା … Read More

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି ଆରମ୍ଭ କରିବେ। ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି … Read More

ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ !

ପୁରୀ, (ଓଡିଶା ଟାଇମ୍) :ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସୁଲଭ ମୁଲ୍ୟରେ ନିର୍ମାଣ ହେବ ଭକ୍ତ ନିବାସ। ବାସେଳି ସାହି ଥାନା ନିକଟରେ ୩ରୁ ୪ ହଜାର ଭକ୍ତଙ୍କ ପାଇଁ ନିର୍ମାଣ ହେବ ଭକ୍ତ ନିବାସ।ଶହେ କିମ୍ବା ଦେଢ଼ ଶହ ଟଙ୍କାରେ … Read More

ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍

ପୁରୀ, (ଓଡିଶା ଟାଇମ୍) : ରାଜ୍ୟ ସରକାରଙ୍କ ଫୋକସ୍‌ରେ ଏବେ ପୁରୀର ବିକାଶ । ଶନିବାର ପୁରୀ ଗସ୍ତରେ ୫-ଟି ସଚିବ । ବରିଷ୍ଠ ଅଧିକାରୀଙ୍କ ସହ ପୁରୀର ବିଭିନ୍ନ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ … Read More

ପୁଣି ବଡ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ: ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍) : ଶେଷରେ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବ। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ଭକ୍ତ ସିଧାସଳଖ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରଥମ … Read More

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ରତ୍ନସିଂହାସନରେ ଶୁକ୍ରବାର ନାଗାର୍ଜୁନ ବେଶ ହୋଇଛନ୍ତି ଦାରୁବ୍ରହ୍ମ। କୋଟି କୋଟି ଓଡ଼ିଆଙ୍କ ବୀରତ୍ବ, ସ୍ବାଭିମାନ ଏବଂ ପରାକ୍ରମ ସେଥିରେ ପ୍ରକଟିତ ହୋଇଛି। ଯୋଦ୍ଧାବେଶରେ ମହାପ୍ରଭୁ ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥଙ୍କୁ ସଜ୍ଜିତ କରିଛନ୍ତି ପାଳିଆ ସେବକ। … Read More

ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ : ଖାଁ ଖାଁ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍) : ଆଜି ଠାରୁ ଆରମ୍ଭ ପବିତ୍ର ପଞ୍ଚୁକ। କାର୍ତ୍ତିକ ମାସର ଏହି ପଞ୍ଚୁକ ୫ ଦିନ ପାଳନ କରାଯାଏ ମାତ୍ର ଚଳିତ ବର୍ଷ ୬ ଦିନ ପାଳନ କରାଯାଉଛି। କରୋନା କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ, … Read More

ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ, (ଓଡିଶା ଟାଇମ୍) : ପୁରୀ ଜିଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ପତିତପାବନଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସପି ଭାବେ ଆଜି କନୱର … Read More

ପୁରୀ ହାଜତ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଲା ବିଜେପି ବିଧାୟକ ଦଳ

ପୁରୀ, (ଓଡିଶା ଟାଇମ୍) :ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇ ପଡିଛି । ଲୋକଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ ଆଜି ହତ୍ୟାକାରୀ ପାଲଟିଛି । ପୁରୀ ହାଜତରେ ଜଣେ ଯୁବକଙ୍କୁ ପୋଲିସ ପିଟି ପଟି ହତ୍ୟା କରିବା ଅତ୍ୟନ୍ତ … Read More