ସରକାର ଦୁର୍ନୀତିର ମୂଳୋତ୍ପାଟନ କରିପାରିଛନ୍ତି: ରାଷ୍ଟ୍ରପତି
ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ବା ବଜେଟ୍ଅଧିବେଶନର ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ। ସଂସଦର ସେଣ୍ଟ୍ରାଲ ହଲ୍ଠାରେ ସେ ଅଭିଭାଷଣ ରଖିବା ଅବସରରେ ଦୁର୍ନୀତି ବିରୋଧରେ ସରକାର ନେଇଥିବା ପଦକ୍ଷେପ … Read More