ପାଟ୍ଟଶାଣୀଙ୍କ ଭବିଷ୍ୟବାଣୀ: ବିଜେଡିର ଘୋର ବିପର୍ଯ୍ୟୟ ଘଟିବ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଟିକଟରୁ ବଞ୍ଚିତ କରାଯାଇଛି। ବିଜେଡି ସପକ୍ଷରେ ପ୍ରଚାର ପାଇଁ ଗୁରୁବାର ଓ ଶୁକ୍ରବାର ବାରିପଦାର ହୋଟେଲ ଦୁର୍ଗାରେ ଅବସ୍ଥାନ କରିଥିଲେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସାଂସଦ ପାଟ୍ଟଶାଣୀ ଏବେ ଭୁବନେଶ୍ୱର ଫେରିଯାଇଛନ୍ତି। ହୋଟେଲ … Read More