ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର : ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
ପାରାଦୀପ, (ଓଡିଶା ଟାଇମ୍) : ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ି ଯାଇଛି। ଟ୍ରଲ୍ରରେ ଥିବା ୫ଜଣ ମତ୍ସ୍ୟଜୀବୀଙ୍କ ଉଦ୍ଧାର କରାଯାଇଥିବାବେଳେ ଆଉ ୪ଜଣ ନିଖୋଜ ରହିଛନ୍ତି। ମାଛ ଧରୁଥିବା ଡଙ୍ଗା ଦ୍ବାରା ଟ୍ରଲର୍ର ୫ … Read More