ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ ଅଫିସ୍ରେ ସିବିଆଇ ଚଢାଉ, ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ
ପାରାଦୀପ, (ଓଡିଶା ଟାଇମ୍) :ପାରାଦୀପ ମିଲିଟାରୀ ଇଞ୍ଜିନିୟର ସର୍ଭିସ କାର୍ଯ୍ୟାଳୟ ଉପରେ ସିବିଆଇର ଚଢ଼ାଉ । ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ତେବେ କନିଷ୍ଠ ଯନ୍ତ୍ରୀଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ଜଣାପଡିଛି । … Read More