ଆସନ୍ତାକାଲିଠୁ ବନ୍ଦ ରହିବ ରାଉରକେଲା ମୁଖ୍ୟ ଡାକ୍ତରଖାନାର ଓପିଡି
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଉରକେଲା ସରକାରୀ ଡ଼ାକ୍ତରଖାନାର ଓପିଡ଼ି ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଡ଼ାକ୍ତରଖାନାରେ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତୁପକ୍ଷଙ୍କ ତରଫରୁ ଆଜି ଏଭଳି ନିଷ୍ପତି ନିଆଯାଇଛି। … Read More