#LockdownBan: ଅଣ ଅତ୍ୟାବଶ୍ୟକ ସାମଗ୍ରୀର ଇ-କମର୍ସ କାରବାର ମନା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କିଛିଦିନ ତଳେ କୋରିୟର୍ ଓ ଅନ୍ଲାଇନ୍ ଶପିଂ ପ୍ଲାଟ୍ଫର୍ମକୁ ଖୋଲିଥିବା କେନ୍ଦ୍ର ସରକାର ୟୁଟର୍ନ ନେଇଛନ୍ତି। ରବିବାରଦିନ ଏକ ବିଜ୍ଞପ୍ତି ଆଦେଶରେ କହିଛନ୍ତି ଯେ, ଅଣ ଅତ୍ୟାବଶ୍ୟକ ସାମଗ୍ରୀର କାରବାର ସୋମବାରଠୁ ହୋଇ ପାରିବ ନାହିଁ। ଅର୍ଥାତ୍ … Read More