ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌, ଜାରି ହେଲା ଗାଇଡଲାଇନ୍ସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସିନେମା ହଲ ଖୋଲିବା ନେଇ ସିନେ ପ୍ରେମୀଙ୍କ ବହୁ ପ୍ରତୀକ୍ଷିତ ଅପେକ୍ଷା ଶେଷ ହେବାକୁ ଯାଉଛି। ଅର୍ଥାତ୍ ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ। ଆଜି (ମଙ୍ଗଳବାର) ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସିନେମାହଲ ଓ ମଲ୍ଟିପ୍ଳେକ୍ସ … Read More