ବଢ଼ିବନି ବିଜୁଳି ବିଲ୍, ଉପଭୋକ୍ତାଙ୍କୁ ମିଳିବ ଡବଲ୍ ରିହାତି
ଭୁବନେଶ୍ଵର, (ଓଟି): ଏବର୍ଷ ବିଜୁଳି ବିଲ୍ ବଢ଼ିବ ନାହିଁ। ବରଂ ଯେଉଁ ଉପଭୋକ୍ତାମାନେ ଠିକଣଶ ସମୟରେ ବିଲ୍ ପଇଠ କରୁଛନ୍ତି ସେମାନଙ୍କୁ ଡବଲ୍ ରିହାତି ମିଳିବ। ମାର୍ଚମାସ ରିୖାତି ବେଳେ ଏହି ଦ୍ଵିଗୁଣା ରିହାତି କାର୍ଯ୍ୟକାରୀ ହେବ ବୋଲି ଓଡ଼ିଶା ବିଜୁଳି … Read More