ରାଜ୍ୟ ସରକାର ସହଯୋଗ କଲେ ଅନେକ କାମ ହେବ: ନୀତେଶ ଗଙ୍ଗଦେବ
ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ରହିଲେ କେନ୍ଦ୍ରୀୟ ଯୋଜନାଗୂଡ଼ିକୁ ଅନାୟାସାରେ ସମ୍ବଲପୁର ଲୋକସଭା ନିର୍ବରଚନମଣ୍ଡଳୀରେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସମ୍ବଲପୁରର ନବ ନର୍ବାଚିତ ସାଂସଦ ନିତେଶ ଗଙ୍ଗଦେବ ପ୍ରକାଶ କରିଛନ୍ତି। ବିଗତ ଦିନରେ ଦେବଗଡ଼ରେ ଫୁଡ୍ପାର୍କ ପ୍ରତିଷ୍ଠ, ତାଳଚେର -ବିମଳାଗଡ଼ ରେଳ … Read More