ସାଉଦି ଆରବରୁ ୩ପ୍ରବାସୀ ଓଡିଆ ଉଦ୍ଧାର

ଭୁବନେଶ୍ବର , (ଓଡ଼ିଶା ଟାଇମ୍‌): ସାଉଦିଆରବରେ ଫଶିଥିବା ଯାଜପୁର ଜିଲ୍ଲାର ୩ ଜଣଙ୍କୁ ଉଦ୍ଧାର କରିଛି ମୋ ଓଡ଼ିଶା ପରିବାର। ସେଠାରେ ଏକ ହୋଟେଲ୍‌ରେ ଠିକାରେ କାମ କରୁଥିବା ଏହିତିନିଜଣ ଅତ୍ୟନ୍ତ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ସେମାନଙ୍କ ପାସ୍‌ପୋର୍ଟ ଛଡ଼ାଇ ନେଇଥିଲେ। … Read More