ଜୁଲାଇ ୧ରୁ ଟଙ୍କିକିଆ ମାଣ୍ଡିଆ ଯୋଜନା
ଭୁବନେଶ୍ଵର, (ଓଟି): ଏଣିକି ମାଣ୍ଡିଆ ଚାଷୀଙ୍କୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ। ମିଲେଟ୍ ମିଶନ ଜରିଆରେ ସର୍ବନିମ୍ନ ୨୮୯୭ ଟଙ୍କା ଦେଇ ରାଜ୍ୟ ସରକାର ମାଣ୍ଡିଆ ଚାଷୀଙ୍କଠୁ ମାଣ୍ଡିଆ କିଣିବେ। ଏହାଦ୍ଵାରା ମାଣ୍ଡିଆ ଚାଷ ପ୍ରୋତ୍ସାହିତ ହୋଇପାରିବ ବୋଲି ଆଶା କରାଯାଇଛି। … Read More