ଭୁବନେଶ୍ୱରରେ ଖୋଲିଲା ସପିଂ ମଲ : ଏସଓପି ମାନିବାକୁ ବିଏମସିର କଡା ନିର୍ଦ୍ଦେଶ
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଆଜି ଖୋଲିଲା ସପିଂ ମଲ୍ । ପ୍ରାୟ ୪ ମାସ ଧରି ବନ୍ଦ ଥିବା ମଲ୍ ଖୋଲିବା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ରାଜଧାନୀର ୬ଟି ସପିଂ ମଲ ମଧ୍ୟରୁ … Read More