ପାର୍ଲର, ବାରିକ ଦୋକାନ ଉପରେ କଟକଣା ନାହିଁ; ଅଟୋ କଥା ନକହି ଓଲା, ଉବେରକୁ ହଁ କଲେ ରାଜ୍ୟ ସରକାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଆଦେଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଲକ୍ଡାଉନ୍-୪ର ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ଏନେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ଆବଶ୍ୟକ ନିର୍ଦେଶନାମା ଜାରି କରିଛନ୍ତି। ଏହି ଆଦେଶନାମାରେ ପ୍ରାୟ ସମସ୍ତ ସେବା ଓ … Read More