ସ୍କୁଟି ଚାଳକଙ୍କୁ ଚାପିଦେଲା ବସ୍, ଯୁବକଙ୍କ ମୃତ୍ୟୁ ପରେ ଗାଡି ପୋଡିଦେଲେ ଉତ୍ତ୍ୟକ୍ତଲୋକ

କେନ୍ଦ୍ରାପଡ଼ା , (ଓଡିଶା ଟାଇମ୍):  କେନ୍ଦ୍ରାପଡ଼ା ଜିଲା ୫ ନମ୍ବର ଜାତୀୟ ରାଜପଥ ହଳଦିଆପଡ଼ା ରାଧାଭାଟି ନିକଟରେ ବୁଧବାର ସକାଳେ ବସ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହଳଦିଆପଡ଼ା ଗ୍ରାମର ଜଣେ ୨୪ ରୁ … Read More