କଙ୍ଗନାଙ୍କ ବିରୋଧରେ ଜାଭେଦଙ୍କ ମାନହାନି ମାମଲା
ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛନ୍ତି ଗୀତିକାର ଜାଭେଦ ଅଖତାର। ମଙ୍ଗଳବାର ମୁମ୍ବଇର ଅନ୍ଧେରୀସ୍ଥିତ ଦୌରାଜଜ୍ଙ୍କ କୋର୍ଟରେ ଏହି ମାମଲା ରୁଜୁ ହୋଇଛି। ଏକ ଟିଭି ଚାନେଲରେ ଜାଭେଦଙ୍କ ବିରୋଧରେ … Read More