ଆମେରିକା-ଚୀନ୍ ଯୁଦ୍ଧ ମଧ୍ୟରେ ଆରବ ନିଷ୍ପତ୍ତି ‘ଆମେ ଆମେରିକା ସହିତ ଅଛୁ’, ଚୀନ୍ ଛାନିଆଁ

ୟୁଏଇ-ଇସ୍ରାଏଲ ମଧ୍ୟରେ ହୋଇଥିବା ଶାନ୍ତିଚୁକ୍ତି ଯୋଗୁଁ କିଏ ଅଧିକ କ୍ଷତିଗ୍ରସ୍ତ ହୋଇଛି ? ଏହାର ଉତ୍ତର ଇରାନ କିମ୍ବା ତୁର୍କୀ ନୁହେଁ, କେବଳ ଚୀନ୍ । ନିକଟରେ ହୋଇଥିବା ଏସସିଏମପି ରିପୋର୍ଟ ଅନୁଯାୟୀ ଚୀନ୍‌ର ପୂର୍ବତନ କୂଟନୀତିଜ୍ଞ ହୁଆ ଲିମିଙ୍ଗ ବିଶ୍ୱାସ … Read More

ପରମାଣୁ ସ୍ତୁପ ଉପରେ ପୃଥିବୀ

ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ, ବିଶ୍ୱ ବିନାଶର ଆଶଙ୍କା ଏବେ ବି ଜାରି ରହିଛି ଜାପାନୀମାନେ ୧୫ ଅଗଷ୍ଟ ୧୯୪୫ରେ ଆତ୍ମସମର୍ପଣ କରିବାକୁ ରାଜି ହେବାପରେ ୭୫ ବର୍ଷ ପୂର୍ବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଫଳପ୍ରଦ ଭାବରେ … Read More

ଭୋକିଲା, ଲଙ୍ଗଳା ଓ ଛଟପଟ ହେଉଥିବା ପାକିସ୍ତାନକୁ ଧକ୍‌କା ଦେଇ ଚୀନ୍ ଇରାନକୁ ଆଲିଙ୍ଗନ କରୁଛି

ଚୀନ୍ ଏବଂ ପାକିସ୍ଥାନ ମଧ୍ୟରେ ସମ୍ପର୍କ ଦୃଷ୍ଟିରୁ ୨୦୧୫ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । କାରଣ ସେହି ବର୍ଷ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଯାଇଥିଲେ ଏବଂ ସେହି ସମୟରେ ଚୀନ୍‌ର ଉଚ୍ଚାଭିଳାଷୀ ବିଆରଆଇ … Read More

ପଶ୍ଚିମ ଏସିଆକୁ ତୃତୀୟ ବିଶ୍ୱଯୁଦ୍ଧଆଡ଼କୁ ଠେଲି ଦେଉଛି ଚୀନ୍‌

ଇରାନରେ ଚୀନ୍‌ର ପୁଞ୍ଜି ବିନିଯୋଗ ଖବର ସମଗ୍ର ପଶ୍ଚିମ ଏସିଆରେ ଆଲୋଡ଼ନ ସୃଷ୍ଟି କରିଛି । ଇରାନ କେବଳ ଭୌଗୋଳିକ ରାଜନୀତିରେ ଭୂକମ୍ପ ସୃଷ୍ଟି କରିବା ପାଇଁ ଚୀନ୍ ସହିତ ହାତ ମିଳାଇଛି, ବରଂ ବହୁପକ୍ଷୀୟ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ … Read More

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କଲା ଇରାନ

ଆମେରିକା , (ଓଡିଶା ଟାଇମ୍) : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ନାମରେ ଗିରଫ ପରୱାନା ଜାରି କରିଛି ଇରାନ । ଟ୍ରମ୍ପଙ୍କ ସହ ଆହୁରି ୩୦ ଜଣଙ୍କ ନାମରେ ମଧ୍ୟ ଗିରଫ ପରୱାନା ଜାରି କରାଯାଇଛି । ଏହା ସହ … Read More

ସୁଲେମାନୀ ସ୍ଥାନରେ ଇସମାଇଲ୍

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ରକେଟ୍‌ ମାଡ଼ରେ ଟଳି ପଡ଼ିଥିବା ଇରାନ୍‌ କୁର୍ଦ ସେନାର ମେଜର ଜେନେରାଲ୍‌ କାସୀମ୍‌ ସୁଲେମାନୀର ସ୍ଥାନ ନେବେ ବ୍ରିଗେଡିୟର୍ ଜେନେରାଲ୍ ଇସମାଇଲ୍ କାନି` ସେ କୁଦ ସେନାର ନୂଆ କମାଣ୍ଡର ହେବେ। ଏନେଇ ଇରାନ୍‌ ପକ୍ଷରୁ … Read More