ଆଜି ଭାରତ ବନାମ ଓ୍ବେଷ୍ଟ ଇଣ୍ଡିଜ୍: କେଉଁଠି, କେତେବେଳେ, କେଉଁ ପ୍ଲାଟ୍ଫର୍ମରେ ଦେଖିହେବ ମ୍ୟାଚ୍
ଭୁବନେଶ୍ଵର, (ଓଟି): ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ୍ ଏକ ଦିବସୀୟ କ୍ରିକେଟ୍ ଶୃଙ୍ଖଳାର ଆଜି ତୃତୀୟ ତଥା ଫାଇନାଲ୍ ମ୍ୟାଚ୍। ଏହି ମ୍ୟାଚ୍ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯେହେତୁ ପ୍ରଥମ ଦୁଇଟି ମ୍ୟାଚ୍ ଭିତରୁ ଉଭୟ … Read More