ବିଜୁଳି ଓ ବଜ୍ରପାତରୁ ରକ୍ଷା ପାଇବେ କେମିତି: ୧୭ରୁ ସୋଆ ବିଶ୍ଵବିଦ୍ୟାଳୟରେ ବିଶ୍ଵସ୍ତରୀୟ ଆଲୋଚନା
ଭୁବନେଶ୍ଵର, (ଓଟି): ପ୍ରାକୃତିକ ଦୁର୍ବିପାକ ଓଡ଼ିଶା ପାଇଁ ନୂଆ ନୁହେଁ। କେତେବେଳେ ବନ୍ୟା ତ କେତେବେଳେ ବାତ୍ୟା ଆଉ କେତେବେଳେ ମରୁଡ଼ି ଓଡ଼ିଶାର ସାମାଜିକ ଓ ଅର୍ଥନୀତିକ ଜୀବନକୁ ପ୍ରଭାବିତ କରିଛି। କିନ୍ତୁ ଏହିସବୁ ଦୁର୍ବିପାକଠୁ ସବୁଠାରୁ ହାନିକାରକ ହେଉଛି ବଜ୍ରପାତ। … Read More