ଏୟାର ଇଣ୍ଡିଆରେ ମାଗଣା ବିମାନ ଯାତ୍ରା ସୁବିଧା ବନ୍ଦ, ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀମାନଙ୍କୁ ବର୍ତ୍ତମାନ ଟିକେଟ କିଣିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧିକାରୀମାନେ ଏୟାର ଇଣ୍ଡିଆରେ ଆଉ ମାଗଣାରେ ଯାତ୍ରା କରିପାରିବେ ନାହିଁ । ଟାଟା ଗ୍ରୁପ୍‌ର ଅଂଶ ହେବା ପରେ ଏୟାର ଇଣ୍ଡିଆ କ୍ରେଡିଟ୍ ସୁବିଧାକୁ ବନ୍ଦ କରିଦେଇଛି । ତେଣୁ ସରକାର ଏହାର ସମସ୍ତ ମନ୍ତ୍ରାଳୟ/ବିଭାଗକୁ ତୁରନ୍ତ … Read More

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲରସ୍ ଉପ-ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍):  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ଜଣେ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିଜ୍ ଏଣ୍ଡ ବଏଲସ୍ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ଭୁବନେଶ୍ବର ସ୍ଥିତ ଘର ଏବଂ ଅଫିସରେ ବହିର୍ଭୂତ ସମ୍ପତ୍ତି … Read More

ପେନ୍‌ସନ୍ ପାଇଁ ଆଧାର ଯାଂଚ ବାଧ୍ୟତାମୂଳକ କରିବା ଘଟଣାରେ ୧୧ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଲାଭ ହରାଇ ପାରନ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍)): ଖାଦ୍ଯ ଅଧିକାର ଅଭିଯାନ ଓଡ଼ିଶା, ଯେଉଁମାନଙ୍କର ଆକାଂଉଟ “ଆଧାର ସହ ଯାଂଚ ହୋଇ ସଂଯୋଜିତ ହୋଇଛି” ଏବଂ ଯେଉଁମାନେ ପରିଚୟ ପ୍ରମାଣ ଭାବରେ ‘ଆଧାର କାର୍ଡ଼’ ଦେଖାଇ ପାରିବେ ସେମାନଙ୍କ ପାଇଁ ପେନ୍‌ସନ୍ ଦେୟ ଉପଲବ୍‌ଧ ହେବ … Read More

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆଉ ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କଲେ ସୁବ୍ରତ ବାଗଚୀ ଓ ପତ୍ନୀ ସୁସ୍ମିତା ବାଗଚୀ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମୁକାବିଲା ପାଇଁ ପୁଣି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ବାଗଚୀ ଦମ୍ପତି ଏବେ ପୁଣି ୭ କୋଟି ୫୦ ଲକ୍ଷ ଟଙ୍କା ଦାନ … Read More

ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାର ପାଇଁ ବଡ଼ ଘୋଷଣା କଲେ ସରକାର

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏହାର ମୁକାବିଲା ଓ ଲୋକଙ୍କର ସହାୟତା ପାଇଁ ଆଗେଇ ଆସିଛନ୍ତି କରୋନା ଯୋଦ୍ଧା । ସେମାନଙ୍କ ମଧ୍ୟରେ ଅଙ୍ଗନବାଡି ଓ ଆଶାକର୍ମୀ ଅନ୍ୟତମ । … Read More

କଟକଣା କୋହଳ ସହ ଜୁନ୍ ଶେଷଯାଏଁ ଲକ୍‌ଡାଉନ୍‌ ବଢ଼ାଇଲା ତାମିଲନାଡୁ

ଚେନ୍ନାଇ,(ଓଡିଶା ଟାଇମ୍) : ତାମିଲନାଡୁ ସରକାର କରୋନାଭାଇରସ୍ ଲକ୍‌ଡାଉନ୍ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି । କିନ୍ତୁ, ଏହି ସମୟ ମଧ୍ୟରେ ଅନେକ କଟକଣା ମଧ୍ୟ କୋହଳ କରାଯାଇଛି । ରାଜ୍ୟରେ ଆଶିଂକଭାବେ ସାଧାରଣ ପରିବହନ ଓ ରେସ୍ତୋରାଁ ଚାଲୁ … Read More

୩ ମାସର ରୋଡ୍ ଟ୍ୟାକ୍ସ ଛାଡ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ସଙ୍କଟ ସମୟରେ ଯାତ୍ରୀବାହୀ ଯାନ ପାଇଁ ୩ ମାସର ରୋଡ ଟ୍ୟାକ୍ସ ଛାଡ ହୋଇଛି । ଲକଡାଉନ ଦୃଷ୍ଟିରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି । ୨୦୨୦ ଏପ୍ରିଲ ମାସରୁ ଜୁନ ଯାଏଁ ରୋଡ୍ … Read More