ଢେଙ୍କାନାଳ ଫରେଷ୍ଟ କଲୋନୀରେ ବିସ୍ଫୋରଣ ; ଜଣେ ଗୁରୁତର

ଢେଙ୍କାନାଳ, (ଓଡିଶା ଟାଇମ୍) : ଢେଙ୍କାନାଳ ଫରେଷ୍ଟ କଲୋନୀରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ ଘଟିଛି। ହାତୀ ଘଉଡାଇବା ପାଇଁ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇଥିବା ଜଣାପଡିଛି। ଉକ୍ତ ବିସ୍ଫୋରଣରେ ହାତୀ ଘଉଡେଇବା ସ୍କ୍ୱାର୍ଡରେ କାର୍ଯ୍ୟରତ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ … Read More