ଅନଲାଇନ୍ ସଂସ୍ଥା ‘ପିଣ୍ଟେରେଷ୍ଟ’ ବିକ୍ରି କରୁଛି ମହାପ୍ରସାଦ : ସେବାୟତ ମହଲରେ ନିନ୍ଦା, ଦିଆଯିବ ଏତଲା
ପୁରୀ, (ଓଡିଶା ଟାଇମ୍) :ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି … Read More