ବିଟ୍‌ କଏନ୍‌ ନାଁରେ ୬୭ ଲକ୍ଷ ଚଳୁ: ମଧ୍ୟପ୍ରଦେଶ ଯୁବକଙ୍କୁ ଧରିଲା ଭୁବନେଶ୍ଵର ପୁଲିସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କ୍ରିପ୍ଟୋ କରେନ୍ସୀ ଅଥବା ଜନtଧାରଣରେ ଏବେ ବିଟ୍‌ କଏନ୍‌ ଭାବେ ବେଶୀ ପରିଚିତ ଥିବା  ଡିଜିଟାଲ୍‌ ମୁଦ୍ରା  କାରବାର ପାଇଁ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଜଣେ  ଯୁବକଙ୍କୁ ଗିରଫ କରିଛନ୍ତି ଭୁବନେଶ୍ଵର ପୁଲିସ। ତାଙ୍କଠାରୁ ୬୭ ଲକ୍ଷ  … Read More