କୃଷି ବିଲକୁ ବିଜେଡ଼ିର ବିରୋଧ: ୨ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ରାଜ୍ୟସଭାରେ କୃଷି ବିଲକୁ ବିଜେଡ଼ିର ବିରୋଧ। ଦୁଇଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିଜେଡ଼ି ଦାବି କରିଛି । କୃଷି ବିଲ୍ ଉପରେ ତର୍ଜମା କରିବା ପାଇଁ ଦାବି କରାଯାଇଛି । ଆଲୋଚନାରେ ଭାଗ ନେଇ … Read More