ଭାରତ ଆରମ୍ଭ କରିବ ଡିଜିଟାଲ୍ ମୁଦ୍ରା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦେଶରେ ଡିଜିଟାଲ୍ ମୁଦ୍ରା କାରବାର ଆରମ୍ଭ କରାଯିବ। ଏଥିନେଇ ରିଜର୍ଭ ବ୍ୟାଙ୍କ୍ ସ୍ଵତନ୍ତ୍ର କରେନ୍ସୀ ପ୍ରଚଳନ କରିବ। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବଜେଯ୍ ଅଭିଭାଷଣ … Read More