ବସ ଭଡ଼ା ବଢିବା ପରେ ଭୁବନେଶ୍ବରରୁ ଜିଲ୍ଲାମୁଖ୍ୟାଳୟ ଗୁଡ଼ିକୁ କେତେ ଟଙ୍କା ଭଡ଼ା ଜାଣନ୍ତୁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ବସ ଭଡ଼ା ବଢ଼ିବା ପରେ ଏବେ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ସବୁ ଜିଲ୍ଲା ମୁଖ୍ୟାଳୟକୁ କଣ ରହିଛି ବସ ଭଡ଼ା ଜାଣନ୍ତୁ ।  ଏବେ କଟକକୁ ସାଧାରଣ ବସ୍‌ ଭଡ଼ା ୨୮ ଟଙ୍କା, ଏକ୍ସପ୍ରେସ ୨୯ ଟଙ୍କା, … Read More

ଜଗତପୁରରେ ଠାବ ହେଲା ନକଲି ଫ୍ୟାକ୍ଟ୍ରି, ମିଳିଲା କୋଟିଏ ଟଙ୍କାର ଘିଅ

କଟକ, (ଓଡିଶା ଟାଇମ୍) : କଟକ ଯେମିତି ଏବେ ଅପମିଶ୍ରଣକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ସୋମବାର ଜଗତପୁର ଶିଳ୍ପାଞ୍ଚଳରେ ଠାବ ହୋଇଛି ଅପମିଶ୍ରିତ ଘିଅ ଓ ତେଲର କାରଖାନା । ସୁବାସ ଘିଅ କାରଖାନାରେ ଚଢାଉ କରି ପୋଲିସ ଜବତ କରିଛି … Read More

କଟକ ନୟାସଡକ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍‌ର ପର୍ଦ୍ଦାଫାସ୍, ସମସ୍ତ ଅଭିଯୁକ୍ତ ଅଟକ

କଟକ, (ଓଡିଶା ଟାଇମ୍) : କଟକ ନୟାଗଡସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍‌ର ପର୍ଦ୍ଦାଫାସ୍ ହୋଇଛି। ଏହି ଲୁଟ୍‌ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ … Read More

ଆଜି କଟକ ଆଇଟିଏଟି କାର୍ଯ୍ୟାଳୟ ଭିଡିଓ କନ୍‌ଫେରେନ୍ସିଂରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି କଟକ ସ୍ଥିତ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ ବା ଆଇଟିଏଟିର ଅତ୍ୟାଧୁନିକ କାର୍ଯ୍ୟାଳୟ ଓ ଆବାସିକ ପରିସରର ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର … Read More

କଟକରେ କାଳୀପୂଜା ନେଇ କଟକଣା, ବାଣ ଫୁଟାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ, (ଓଡିଶା ଟାଇମ୍) : କଟକରେ କାଳୀପୂଜା, ଦୀପାବଳି ଓ ବାଣଫୁଟା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କଟକ ଡିସିପି ପ୍ରତୀକ ସିଂହ ଏ ସଂପର୍କରେ ସୂଚନା ଦେଇ ଦଶହରା ଭଳି କାଳୀପୂଜା ପାଇଁ କଟକଣା ଜାରି ରହିବ … Read More

କଟକ ଜଗତପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବାଣ ଜବତ, ୩ ଅଟକ

କଟକ, (ଓଡିଶା ଟାଇମ୍) : ବେଆଇନ୍ ବାଣ ଗୋଦାମ ଉପରେ ଜଗତପୁର ପୋଲିସର ଚଢାଉ । ବେଆଇନ ଭାବରେ ବାଣ ତିଆରି କରିବା ଓ ଗଛିତ ରଖିବା ଅଭିଯୋଗରେ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଓ ତ୍ରିଲୋଚନପୁର ଗାଁରେ ଜଗତପୁର ଥାନା … Read More

କେନାଲରେ ଭାସି ଯାଉଥିଲେ ୩ ନାବାଳକ ; ୨ ଉଦ୍ଧାର

କଟକ , (ଓଡ଼ିଶା ଟାଇମ୍‌):କଟକ ଜିଲା ଜଗତପୁର କେନାଲରେ ଅଞ୍ଚଳରେ ଏକ ଅଘଟଣ ଘଟିଥିବା ସୋମବାର ଜଣାପଡ଼ିଛି। ଜଗତପୁର ବିରୁପା ନଦୀ ନିକଟ କେନ୍ଦ୍ରାପଡ଼ା କେନାଲରେ ମାଛ ଧରିବା ବେଳେ ୩ ନାବାଳକ ଭାସିଯାଇଥିଲେ। ଭାସି ଯାଉଥିବା ୩ ଜଣଙ୍କ ମଧ୍ୟରୁ … Read More

କଟକରେ ବାଣ ଦୋକାନୀଙ୍କୁ ଲାଇସେନ୍ସ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):କଟକରେ ଦୂର୍ଗା ପୂଜା ଭଳି ପାଳିତ ହେବ କାଳୀ ପୂଜା । ଚଳିତ ବର୍ଷ କାଳୀ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପ୍ରତୀକ୍ ସିଂ । କୋଭିଡ୍ କଟକଣା ମଧ୍ୟରେ ସହରରେ ଯେଉଁଭଳି ଦଶହରା … Read More

ଆଜିଠୁ କଟକରେ ସେରୋ ସର୍ଭେ

କଟକ, (ଓଡିଶା ଟାଇମ୍) :ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । ସିଏମସିର ୨୫ଟି ୱାର୍ଡରେ ଥିବା କରୋନା ଆକ୍ରାନ୍ତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ … Read More

ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା

କଟକ, (ଓଡିଶା ଟାଇମ୍) :କରୋନା ପାଇଁ ବାଲିଯାତ୍ରା ଉପରେ କଟକଣା। ଚଳିତ ବର୍ଷ କଟକରେ ହେବ ନାହିଁ ପ୍ରସିଦ୍ଧ ବାଲିଯାତ୍ରା। କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାମୁହିକ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ … Read More