ରାଜଧାନୀରୁ ଆଉ ୭୪ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୭୪  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୧୦ରେ ପହଞ୍ଚିଛି ।ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୬ ଜଣ ରହିଥିବା ବେଳେ ୫୮ ଜଣ … Read More

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) :  ପଟାଙ୍ଗୀ ବିଧାୟକ ପୀତମ ପାଢ଼ୀଙ୍କୁ କରୋନା । ଗତକାଲି ଆଂଟିଜେନ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି । ସେ ଏବେ ଘରୋଇ ସଂଗରୋଧ କେନ୍ଦ୍ରରେ ସୁସ୍ଥ ଥିବା ନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । … Read More

ବଢୁଛି କରୋନା ସଂକ୍ରମଣ, ୨ଦିନ ପାଇଁ ଏନ୍ଏସି ସଟ୍‌ଡାଉନ୍‌

କଳାହାଣ୍ଡି, (ଓଡିଶା ଟାଇମ୍) :କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କେସିଙ୍ଗା ଏନ୍ଏସିକୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସଟଡାଉନ ରହିବ କେସିଙ୍ଗା … Read More

ପୁଣି ଚିହ୍ନଟ ହେଲେ ୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପୁଣି ୪ କରୋନା ସଂକ୍ରମିତ ଚିହ୍ନଟ । ଏହି ୪ ଜଣ କରୋନା ସଂକ୍ରମିତ ସୋନପୁର ଜିଲ୍ଲାର ତରଭା ଅଞ୍ଚଳରୁ ଜଣେ, ଡୁଙ୍ଗୁରୀପାଲିରୁ ଜଣେ ଏବଂ ସୋନପୁର ବ୍ଲକରୁ ୨ ଜଣ ରହିଛନ୍ତି। ଏମାନଙ୍କୁ … Read More

ଘରୋଇ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ ପାଇଁ ନିର୍ଦ୍ଦେଶ

ମୁମ୍ବାଇ(ଓଡ଼ିଶା ଟାଇମ୍‌): ଏଣିକି ମୁମ୍ବାଇରେ ଘରୋଇ ଡାକ୍ତରମାନଙ୍କୁ ସରକାରୀ ହସ୍ପିଟାଲ୍‌ରେ କାମ କରିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ନିର୍ଦ୍ଦେଶ ହୋଇଛି। ଦେଶର ମହାରାଷ୍ଟ୍ରରେ ମହାମାରୀ କରୋନା ପ୍ରଭାବ ସବୁଠାରୁ ଅଧିକ ଥିବାବେଳେ ପ୍ରାୟ ୭୦୦ ଜୀବନ … Read More

ଜଣେ କିଣିଲେ ୫୩ ହଜାର ଟଙ୍କାର ମଦ, ଦୋକାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ(ଓଡ଼ିଶା ଟାଇମ୍‌): ଲକଡାଉନ୍‌ ନିୟମ କୋହଳ ହେବା ପରେ କର୍ଣ୍ଣାଟକରେ ସବୁ ମଦ ଦୋକାନ ଖୋଲିଛି। ଏପରିକି ଦିନକରେ ୪୫ କୋଟି ଟଙ୍କାର ମଦ କାରବାର କରି କର୍ଣ୍ଣାଟକ ରେକର୍ଡ ସୃଷ୍ଟି କରିଛି।  କେବଳ ସେତିକି ନୁହେଁ ଗୋଟିଏ ମଦ ଦୋକାନାରୁ ଜଣକୁ … Read More

#OdishaFightsWithCorona: ମୋଟ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ମହାମାରୀ କରୋନା ସହ ଲଢୁଛି ଓଡ଼ିଶା। ନିରନ୍ତର ଭାବେ କରୋନାକୁ ହରାଇବା ପାଇଁ ଉଦ୍ୟମ କରାଯାଉଛି। ତଥାପି କମୁନି ସଂକ୍ରମଣ। ଫଳରେ ସମସ୍ୟା ବଢ଼ିବାରେ ଲାଗିଛି ଏବଂ ସାଧାରଣରେ ଚିନ୍ତା ମଧ୍ୟ ବଢୁଛି। ଏଭଳି ସ୍ଥିତିରେ ରାଜ୍ୟରେ ମୋଟ … Read More

ପାହାଡ଼ରୁ ଧସିଲା ପଥର , ୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର(ଓଡ଼ିଶା ଟାଇମ୍‌): ରେଳ ଧାରଣାରେ କାମ ଚାଲିଥିଲା। ହଠାତ୍‌ ଧସେଲା ପାହାଡ଼ରୁ ପଥର। ମାଡ଼ି ଆସିଲା ବିପଦ। ଏହି ଦୁର୍ଘଟଣା ଫଳରେ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ବୋରା ନିକଟରେ ଏଭଳି ଦୁର୍ଘଟଣା … Read More

#IndiaFightsWithCorona: ୩୦ ପ୍ରକାର ଭ୍ୟାକ୍ସିନ ପରୀକ୍ଷଣ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ(ଓଡ଼ିଶା ଟାଇମ୍‌): ବିଶ୍ଵ ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନା ପାଇଁ ଅନେକ ଦେଶରେ ଔଷଧ ବା ଟିକା ପ୍ରସ୍ତୁତି ପାଇଁ ଉଦ୍ୟମ ଚାଲିଛି। ଏହିକ୍ରମରେ ଭାରତ ମଧ୍ୟ ଦୌଡ଼ର ଆଗରେ ରହିଛି।   ସମ୍ପ୍ରତି ପ୍ରାୟ ୩୦ରୁ ଅଧିକ ଟିକା ବିକଶିତ ପର୍ଯ୍ୟାୟରେ … Read More

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୬୯

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): କମୁନି ସଂକ୍ରମଣ। ବଢୁଛି ଚିନ୍ତା। ମହାମାରୀ କରୋନା ସମସ୍ୟା ବଢ଼ାଇବାରେ ଲାଗିଛି। ଏଥିପାଇଁ ଆମ ଦେଶ ସମେତ ରାଜ୍ୟ ମଧ୍ୟ ଅହରହ ଯୁଦ୍ଧ କରୁଛି। କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୯ରେ ପହଞ୍ଚି … Read More