ବିରୋଧିଦଳ ହେବାକୁ ନିଜକୁ ଅଯୋଗ୍ୟ ପ୍ରମାଣିତ କଲା ବିଜେପି

କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶାର ଭୋଟର ଭାରତୀୟ ଜନତା ପାର୍ଟିକୁ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ କରିବାକୁ ଜନାଦେଶ ଦେଇଛନ୍ତି। ଗତ ୧୦ବର୍ଷ ହେଲା ବିଜେପି କେବଳ ବିରୋଧୀଦଳ ଭୂମିକା ତୁଲାଇ ଆସୁଥିଲା। ମୁଖ୍ୟ ବିରୋଧୀଦଳ ଆସନରେ ଥିଲା କଂଗ୍ରେସ। ଏଥର … Read More

ଏବେ ରାଜ୍ୟ ରାଜନୀତି ଥଣ୍ଡାବସ୍ତାରେ

ଏବେ ରାଜନୀତିରେ ଚାଲିଛି ଶୀତଳାବସ୍ଥା। ବିଜୁ ଜନତା ଦଳ କେନ୍ଦ୍ର ଅବହେଳା କଥା ଉଠାଉନାହିଁ। ଭାରତୀୟ ଜନତା ପାର୍ଟି ରାଜ୍ୟ ସରକାରଙ୍କର ଦୋଷ ଦୁର୍ବଳତାକୁ ନେଇ ଆକ୍ଷେପ କରୁନାହିଁ। କଂଗ୍ରେସ ନବୀନ ଓ ମୋଦୀ ସରକାରଙ୍କୁ ଆକ୍ଷେପ କରିବା ଅବସ୍ଥାରେ ନାହିଁ। … Read More

ଶାସକ ବିଜେଡିକୁ ସରକାରୀ କର୍ମଚାରୀଙ୍କ ପ୍ରତ୍ୟାଖ୍ୟାନ

ଯେଉଁଠି ପ୍ରିଜାଇଡିଂ ଅଫିସର କି ପୁଲିଂ ଏଜେଣ୍ଟ ନାହାଁନ୍ତି କିମ୍ୱା ବୁଥ ରିଗିଂର ସାମାନ୍ୟତମ ସମ୍ଭାବନା ନାହିଁ, ସେଠାରେ ମତଦାତା ନିର୍ଭୟରେ ଏବଂ ନିଜ ଇଚ୍ଛା ଅନୁସାରେ ମତଦାନ କରିଥାନ୍ତି। ଏହା କେବଳ ସମ୍ଭବ ହୁଏ ପୋଷ୍ଟାଲ ବ୍ୟାଲଟରେ। ଇଭିଏମ ଲଢ଼େଇରେ … Read More

ବିଜେପିର ୨୩କୁ ନିଷ୍କ୍ରିୟ କରିବେ କଂଗ୍ରେସର ୯

ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସର ଅବସ୍ଥା ଭାରି ଖରାପ। ଦୁଇଅଙ୍କ ବି କଂଗ୍ରେସ ଛୁଇଁ ପାରିନାହିଁ। ବିଧାନସଭାକୁ ମାତ୍ର ୯ଜଣ ନିର୍ବାଚିତ ହୋଇ ଆସିଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟ ବିରୋଧୀ ଦଳ ନେତାପଦ ବିଜେପିକୁ ମିଳିବ। ବିଜେପି ବିଧାୟକଙ୍କ ସଂଖ୍ୟା ୨୩। … Read More

କଂଗ୍ରେସର କ୍ଷତିରେ ବିଜେଡିର ଲାଭ

୭୭ଆସନରେ ଦ୍ୱିତୀୟ ସ୍ଥାନରେ ବିଜେପି ୨୦୧୪ରେ ବିଜେପିର ୭୭ଜଣ ପ୍ରାର୍ଥୀଙ୍କର ଅମାନତ ନଥିଲା କଂଗ୍ରେସର ୮୫ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି ଚତୁର୍ଥ ସ୍ଥାନରେ ଲୋକସଭାରେ କଂଗ୍ରେସର ୧୧ଜଣ ଅମାନତ ହରାଇଛନ୍ତି ବିଜେପିର କଂଗ୍ରେସର ଭୋଟ ହାର ୧୦ରୁ ୧୩ ପ୍ରତିଶତ କମିଛି … Read More

୧୯୯୦ର ରେକର୍ଡ଼ ଭାଙ୍ଗିଲା କଂଗ୍ରେସ

୧୯୯୦ର ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୁ ହାୱା ସହିତ କଂଗ୍ରେସର ଶାସନ ବିରୋଧି ଲହର ଯୋଗୁଁ ବିଧାନସଭାରେ କଂଗ୍ରେସର ସଭ୍ୟ ସଂଖ୍ୟା ୧୦କୁ ଖସି ଆସିଥିଲା। ଜନତା ଦଳକୁ ୧୨୩ ଆସନ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ଼ ହୋଇ … Read More

କ୍ରମାଗତ ଦ୍ୱିତୀୟ ଥର ଲୋକସଭାରେ ବିରୋଧୀ ଦଳର ମାନ୍ୟତାରୁ କଂଗ୍ରେସ ବଞ୍ଚିତ

ସଦ୍ୟ ସମାପ୍ତ ୨୦୧୯ ସାଧାରଣ ନିର୍ବାଚନରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହୋ ଇଛି। ଗଠିତ ହେବାକୁ ଯାଉଥିବା ନୂତନ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ଲାଭ କରିବାକୁ ସୁଦ୍ଧା ନିଜର ଯୋଗ୍ୟତା ହରାଇଛି। ଲୋକସଭାରେ … Read More

ହିଂସା ଓ ରିଗିଂରେ ସବୁକୁ ବଳିଗଲା ଚତୁର୍ଥ ପର୍ଯ୍ୟାୟ

କଂଗ୍ରେସ କର୍ମୀଙ୍କୁ ବୋତଲ ଭୁସି ହତ୍ୟା ପ୍ରିଜାଇଡିଂ ଅଫିସର ସାଜିଲେ ବିଜେଡି ଏଜେଣ୍ଟ ବ୍ୟାପକ ବୁଥ ଦଖଲ ବୁଥ ଭିତରେ ବାହାର ଲୋକ ଭୋଟ ଦେଉଛନ୍ତି ଅନ୍ୟଙ୍କ ପାଇଁ ବୁଥ ଭିତରେ ବିଜେପି ଏଜେଣ୍ଟଙ୍କୁ ମାଡ଼ ସବୁ ପର୍ଯ୍ୟାୟ ନିର୍ବାଚନକୁ ବଳିଗଲା … Read More

ବାମପନ୍ଥୀ-କଂଗ୍ରେସ ମେଣ୍ଟ : କିଏ ଫାଇଦାରେ?

ବାମପନ୍ଥୀ ଦଳଙ୍କ ସହ କଂଗ୍ରେସର ମେଣ୍ଟ ଉଭୟ ଦଳକୁ ମହଙ୍ଗା ପଡ଼ିଲା। ପୂର୍ବରୁ ଆଶା କରାଯାଉଥିଲା ଯେ, ଅନ୍ତତଃ ବାମଦଳ ସହ ମେଣ୍ଟ କରିବା ଯୋଗୁଁ କଂଗ୍ରେସକୁ ବଡ଼ ଫାଇଦା ମିଳିବ। କିନ୍ତୁ ଏବେ ଉଭୟ କଂଗ୍ରେସ ଏବଂ ବାମପନ୍ଥୀ ଦଳ … Read More

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା : କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ

ନିର୍ବାଚନ ସକାଶେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଗଲା। ଆଉ ବାକି ରହିଲା ଗୋଟିଏ ପର୍ଯ୍ୟାୟ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ। ସତେ ଯେମିତି କଂଗ୍ରେସ ସକାଶେ ଓଡ଼ିଶା ବିଧାନସଭା କିମ୍ବା ଲୋକସଭା ଆସନର … Read More