ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ତାମିଲନାଡୁରେ ୪୫ କୋଟି ଟଙ୍କାର ସୁନା ଅଳଙ୍କାରର ପତ୍ତା ମିଳୁନାହିଁ । ଏହି ସୁନାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଥିଲା । ଏହି ସୁନା ଗାଏବ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି … Read More

ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ଼, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ୍‌। ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ପରିବାର। ଏ ନେଇ ହାଇକୋର୍ଟରେ ପିଟିସନ ଦାଖଲ କଲେ ଆଦିତ୍ୟଙ୍କ ବାପା-ମାଆ। ଏପଟେ ଆଦିତ୍ୟ … Read More

ସୁଶାନ୍ତ ସିଂ ମୃତ୍ୟୁ ମାମଲା: CBI ତଦନ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ, (ଓଡିଶା ଟାଇମ୍) :ସୁଶାନ୍ତ ସିଂହ ରାଜପୁତ ମାମଲାର  ଯାଞ୍ଚକୁ ନେଇ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ମାମଲା ଯାଞ୍ଚର ଜିମା ସିବିଆଇକୁ ଦେଇଛନ୍ତି। ଏବେ ଏହି ମାମଲାର ତଦନ୍ତ ସିବିଆଇ କରିବ। ଦୀର୍ଘ ଦିନରୁ ସୁଶାନ୍ତଙ୍କ ପରିବାର … Read More

ଏବେ ସିବିଆଇ ନିଦରୁ ଉଠିବ ନାଁ ଶୋଇବ?

ରାଜ୍ୟର ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ରାଜ୍ୟର ଗରିବ ଲୋକଙ୍କଠାରୁ ସେମାନଙ୍କ ଝାଳବୁହା ପଇସା ଠକି ନେଇଥିବା ଚିଟଫଣ୍ଡ ମାଲିକଙ୍କ ଦୁର୍ନୀତିର ସିବିଆଇ ତଦନ୍ତରେ ଡୋର ଲାଗିଯିବ ନା, ନୂଆ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର … Read More

କୋଲଗେଟ : ଦେବାଶୀଷଙ୍କ ମୁଣ୍ଡ ଉପରେ ସିବିଆଇ ଖଣ୍ଡା

ହଠାତ ଇଲେକସନ ଆଗରୁ ସୁପ୍ରିମକୋର୍ଟରେ କୋଲଗେଟ କଥା ଉଠିବାରୁ ବିଜେଡି ନେତାଙ୍କୁ ଛନକା ପଶିଛି। ଦଳର ଅନେକ ନେତା ଭାରି ବିଚଳିତ ଓ ବିବ୍ରତ ହେଇପଡିଚନ୍ତି। କାରଣ ମରଣ ଠାରୁ ଘୋଷଡା ବେଶି ବାଧେ। ଅତୀତରେ ସିବିଆଇ ଘୋଷଡା ଯୋଗୁ ଦଳର … Read More