ଆଇଇଡି ବିସ୍ଫୋରଣରେ ଯାତ୍ରୀବାହୀ ଯାନ ଧ୍ବସ୍ତବିଧ୍ବସ୍ତ
ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି-ଛତିଶଗଡ ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଗଲା ଟାଟା ସୁମୋ ଗାଡି । ବିସ୍ଫୋରଣ ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଯବାନମାନଙ୍କୁ ଟାର୍ଗେଟ୍ କରି ଏଭଳି … Read More