ଓଡ଼ିଶା ଲୋକାୟୁକ୍ତଙ୍କ କୋର୍ଟରେ ପ୍ରଥମ ଆଇଏଏସ୍‌: ବିଷ୍ଣୁପଦ ସେଠୀଙ୍କୁ ନୋଟିସ୍‌

ଭୁବନେଶ୍ଵର, (ଓଟି): ଆଇଏଏସ୍‌ ଙ୍କ ଭିତରେ ପ୍ରଥମେ ଲୋକାୟୁକ୍ତଙ୍କ ଜାଲରେ ପଡ଼ିଛନ୍ତି ସ୍ଵତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ। ଲୋକାୟୁକ୍ତ ତାଙ୍କୁ ନୋଟିସ୍‌ ଜାରି କରି ପକ୍ଷ ରଖିବା ପାଇଁ କହିଛନ୍ତି। ଅଗଷ୍ଟ ୧୯ ତାରିଖ ସୁଦ୍ଧା ସେ ନିଜର ମତ … Read More