ତଥାପି ସରକାର ବୁଝୁନି ଦାଦନ ଦୁଃଖ!

କରୋନା ବିପତ୍ତି କାଳରେ ଆତ୍ମପ୍ରଶଂସାରେ ବିଭୋର ଓଡ଼ିଶା ସରକାର ତଥାପି ବୁଝିପାରୁନି ଯେ ରୋଜଗାର ପନ୍ଥା ନଥାଇ ଏବଂ ପାଖରେ ଟଙ୍କା ନଥାଇ ପ୍ରବାସରେ ସପ୍ତାହଟେ ବି ରହିବା ଜଣେ ଓଡ଼ିଆ ପାଇଁ କେତେ କଷ୍ଟକର? ଏବେ ବାଲେଶ୍ୱର, ଭଦ୍ରକ ଓ … Read More