ମାସ୍କ ପିନ୍ଧିବା ବାଧ୍ୟତାମୂଳକ,ନିୟମ ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ: ସିପି

ଭୁବନେଶ୍ୱର,(ଓଡଶା ଟାଇମ୍):  କୋରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି ଯେ, କୋରୋନା ଏ ପର୍ଯ୍ୟନ୍ତ ଯାଇନି । ସମସ୍ତେ ସତର୍କ ରୁହନ୍ତୁ । ଆଉ ଲକଡାଉନ ନିୟମକୁ ପୂର୍ବ ଭଳି ପାଳନ … Read More

ଆଜି ପବିତ୍ର ଶୀତଳ ଷଷ୍ଠୀ, ହର ପାର୍ବତୀଙ୍କ ବିବାହ

ଭୁବନେଶ୍ୱର,(ଓଡଶା ଟାଇମ୍) : ଆଜି ପବିତ୍ର ଶୀତଳ ଷଷ୍ଠୀ । ଦେବ ଦେବ ମହାଦେବଙ୍କ ବିବାହ । ଶୀତଳଷଷ୍ଠୀ ପାଇଁ ଚଳଚଂଚଳ ସାରା ରାଜ୍ୟ । ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ । … Read More

ବସ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର, ଆଜି କିମ୍ବା କାଲିଠାରୁ ଗଡ଼ିପାରେ ଘରୋଇ ବସ୍

ଭୁବନେଶ୍ୱର,(ଓଡଶା ଟାଇମ୍): ବସ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଖୁବଶୀଘ୍ର ରାସ୍ତାରେ ଗଡ଼ିବ ଘରୋଇ ବସ୍ ବୋଲି ସେ କହିଛନ୍ତି । ଗତକାଲି ସମସ୍ତ ଘରୋଇ ମାଲିକଙ୍କ ସହ ଆଲୋଚନା ହୋଇଥିଲା । ବସ … Read More

ରାଜ୍ୟରେ ବନ୍ଦ ହେବ ୩ ଡିଗ୍ରି କଲେଜ

ଭୁବନେଶ୍ୱର, (ଓଡଶା ଟାଇମ୍):  ବନ୍ଦ ହେବ ରାଜ୍ୟର ୩ଟି ଡିଗ୍ରୀ କଲେଜ‌। ରାଜ୍ୟର ୩ଟି କଲେଜରେ ଗତ ୩ ବର୍ଷ ହେବ ଲଗାତର ୨୫% ସିଟ୍‌ ପୂରଣ ହୋଇପାରୁନି । ଅନୁମୋଦନ ଲାଭ କରିଥିବା ସିଟ୍‌ ସଂଖ୍ୟାରୁ ୭୫%ରୁ ଅଧିକ ସିଟ୍‌ … Read More

ରାଜ୍ୟରେ ଆଉ ୭୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,(ଓଡ଼ି଼ିଶା ଟାଇମ୍‍): ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ଆଉ ୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୯୩ରେ ପହଞ୍ଚିଛି । … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୮୪ କୋରୋନା ସଂକ୍ରମିତ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । … Read More

ଖଣ୍ଡଗିରିରୁ ଗଞ୍ଜେଇ ଜବତ,୨ ଇଂଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜଧାନୀରୁ ପୁଣି ଜବତ ହେଲା ଗଞ୍ଜେଇ । ଖଣ୍ଡଗିରି ଥାନା ପୋଲିସ ଗଞ୍ଜେଇ ସହ ଦୁଇ ଅଭିଯୁକ୍ତଙ୍କ କାବୁ କରିଛି । ସେମାନଙ୍କ ନିକଟରୁ ୨ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର … Read More

୭୯ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୭୯ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି … Read More

ଆଜି ପୁଣି ୭୯ ପଜିଟିଭ ଚିହ୍ନଟ, ୨୯ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଚିହ୍ନଟ ହୋଇଥିବା ୭୯ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୮ ଜଣ … Read More

ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀକୁ ଅନୁମତି

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା ଶୋଭାଯାତ୍ରା ଓ … Read More