କରୋନା ପାଇଁ ବାତିଲ ହେଲା ସିଟିଇଟି ପରୀକ୍ଷା
ଭୁବନେଶ୍ବର, (ଓଡିଶା ଟାଇମ୍) : ମହାମାରୀ କରୋନା କାରଣରୁ ବାତିଲ ହେଲା ସିଟିଇଟି ପରୀକ୍ଷା । ଗତକାଲି ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ସିବିଏସ୍ଇ ପକ୍ଷରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା … Read More