ଏଲଏସିରେ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ … Read More

ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣା; ୨୦ ଭାରତୀୟ ଯବାନ ସହିଦ !

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ  ହୋଇଥିବା ବଡ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜଣେ ଅଧିକାରୀ ଏବଂ ଦୁଇ ଜଣ … Read More

ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଏନ୍‌କାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ଜାମ୍ମୁ କାଶ୍ମୀର, (ଓଡିଶା ଟାଇମ୍) : ଜାମ୍ମୁ କାଶ୍ମୀରର ଶୋପିଆନ୍‌ ଜିଲ୍ଲାର ତୁରକାଭାନଗାମ୍ ଅଞ୍ଚଳରେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀ ପ୍ରଥମେ ଆତଙ୍କବାଦୀଙ୍କୁ ନିଜ ଜାଲରେ ଫଶାଇ ଦେବା ପରେ ଏନକାଉଣ୍ଟର କରିଥିଲେ । ଆତଙ୍କବାଦୀମାନେ … Read More

ସୋପିଆନ ଏନକାଉଣ୍ଟର: ସେନା ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପୋଲିସ ଓ ସୁରକ୍ଷାବଳ ଆତଙ୍କବାଦୀଙ୍କ ଘେରାବନ୍ଦୀ କରି ତିନି ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଛନ୍ତି। ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଉଛି। … Read More