ଚୀନକୁ ଚେତାଇଲା ଭାରତ: କହିଲା- ଏଲଏସିରୁ ସେନା ହଟାଅ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ ପୂର୍ବ ଲଦ୍ଦାଖରେ ଗତିରୋଧ ପାଇଁ ଚୀନକୁ ଚେତାବନୀ ଦେଇଛି । ଭାରତ କହିଛି, ଚୀନ ମେ’ ମାସର ଆରମ୍ଭରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ବଡ଼ ସଂଖ୍ୟାରେ ସୈନିକ ଓ ଯୁଦ୍ଧ ସାମଗ୍ରୀ ଏକତ୍ର କରୁଛି … Read More

ତ୍ରାଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର , (ଓଡିଶା ଟାଇମ୍) : ଜାମ୍ମୁ କାଶ୍ମୀରର ତ୍ରାଲରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ଗତକାଲିଠାରୁ ଏହି ଏନକାଉଣ୍ଟର ଜାରି ରହିଛି । … Read More

୧୨ ଯବାନ କୋଭିଡ୍-୧୯ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୧୨ ଜଣ ସେନା ଯବାନଙ୍କୁ କରୋନା। ନାଗାଲାଣ୍ଡର କୋହିମା ଜିଲ୍ଲାରେ କାର୍ଯ୍ୟରତ ୧୨ ଜଣ ସେନା ଯବାନଙ୍କ ଠାରେ କୋଭିଡ୍ ୧୯ ଭୂତାଣୁ ଚିହ୍ନଟ ହୋଇଛି। ଜଖମା ଆର୍ମୀ କ୍ୟାମ୍ପରେ କ୍ୱାରେଣ୍ଟିନ୍‌ ସେଣ୍ଟର୍‌ରେ ଥିବା ଏହି … Read More

ଏନକାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନ ଅଲ୍‌ଆଉଟ୍‌ ଜାରି ରହିଛି । ଜାମ୍ମୁ-କାଶ୍ମୀରର ସୋପାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏନ୍‌କାଉଣ୍ଟର ଜାରି ରହିଛି । ଏନ୍‌କାଉଣ୍ଟରେ ୨ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । ସେନା ଓ … Read More

ଏନ୍‌କାଉଣ୍ଟରରେ ପୁଣି ଟଳିଲେ ୨ଆତଙ୍କୀ, ଜଣେ ଯବାନ ସହିଦ

ଜାମ୍ମୁ-କାଶ୍ମୀରର, (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ପୁଣି ଥରେ ମୁଁହାମୁଁହି ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କବାଦୀ। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । କିନ୍ତୁ ଦୁଃଖର ଯେ, ଏନ୍‌କାଉଣ୍ଟରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ସହିଦ ହୋଇଛନ୍ତି … Read More

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର, (ଓଡିଶା ଟାଇମ୍) : ଦକ୍ଷିଣ କାଶ୍ମୀରରେ ସୁରକ୍ଷା ବାହିନୀ ଆଜି ଦୁଇଟି ପୃଥକ ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ପ୍ରଥମେ ସୁରକ୍ଷା ବାହିନୀ ଶୋପିଆନ୍ ଜିଲ୍ଲାରେ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏହା ପରେ ଶ୍ରୀନଗରର ଜାଦିବଲରେ ସର୍ଚ୍ଚ … Read More

ଜମ୍ମୁ-କାଶ୍ମୀର ସୀମାରେ ଅପରେସନ ଅଲ୍ଆ‌ଉଟ୍ : ୮ଆତଙ୍କୀ ନିହତ

ଜମ୍ମୁ-କାଶ୍ମୀର , (ଓଡିଶା ଟାଇମ୍) : ଜାମ୍ମୁ-କାଶ୍ମୀରର ସୋପିଆନ ଏବଂ ଅବନ୍ତୀପୁରା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି। ଏହି ୨ଟି ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୋପିଆନ ଜିଲାର … Read More

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସମ୍ପନ୍ନ ହେଲା ଦୁଇ ଓଡିଆ ଯବାନଙ୍କ ଶେଷକୃତ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜନ୍ମମାଟିରେ ସହିଦ ଓଡିଆ ଯବାନଙ୍କୁ ଶେଷ ବିଦାୟ । ଅନ୍ତିମ ସଂସ୍କାର ଆଗରୁ ପ୍ରଦାନ କରାଗଲା ରାଷ୍ଟ୍ରୀୟ ସମ୍ମାନ । ତୋପସଲାମିରେ କମ୍ପିଲା ଅଂଚଳ । ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ … Read More

କୌଣସି ଭାରତୀୟ ଯବାନ ନିଖୋଜ ନାହାନ୍ତି – କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଲଦାଖର ଗାଲୱାନ ଘାଟୀରେ ଚୀନ୍ ସୈନ୍ୟଙ୍କ ସହ ହୋଇଥିବା ସଂଘର୍ଷ ପରେ କୌଣସି ଭାରତୀୟ ଯବାନ ନିଖୋଜ ନାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଗୁରୁବାର ସାପ୍ତାହିକ ସୂଚନା ପ୍ରଦାନ କରିବା ଅବସରରେ … Read More

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗଲୱାନ ସୀମାରେ ସହିଦ ହୋଇଥିବା ଦୁଇ ଓଡ଼ିଆଙ୍କ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦୁଇ ସହିଦଙ୍କ ପରିବାରକୁ ୨୫ଲକ୍ଷ ଟଙ୍କାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ … Read More