ଏୟାର ଇଣ୍ଡିଆରେ ମାଗଣା ବିମାନ ଯାତ୍ରା ସୁବିଧା ବନ୍ଦ, ସରକାରୀ କର୍ମଚାରୀ ଏବଂ ମନ୍ତ୍ରୀମାନଙ୍କୁ ବର୍ତ୍ତମାନ ଟିକେଟ କିଣିବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଧିକାରୀମାନେ ଏୟାର ଇଣ୍ଡିଆରେ ଆଉ ମାଗଣାରେ ଯାତ୍ରା କରିପାରିବେ ନାହିଁ । ଟାଟା ଗ୍ରୁପ୍‌ର ଅଂଶ ହେବା ପରେ ଏୟାର ଇଣ୍ଡିଆ କ୍ରେଡିଟ୍ ସୁବିଧାକୁ ବନ୍ଦ କରିଦେଇଛି । ତେଣୁ ସରକାର ଏହାର ସମସ୍ତ ମନ୍ତ୍ରାଳୟ/ବିଭାଗକୁ ତୁରନ୍ତ … Read More

ବିମାନ ସେବା ମଇ ୧୯ ରୁ ଆରମ୍ଭ ହେବ

ଦେଶରେ କରୋନା ଲକଡାଉନ୍‌ର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ଚାଲିଛି, ଯାହା ୧୭ ମଇରେ ଶେଷ ହେବ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ତାଙ୍କ ସମ୍ବୋଧନରେ ଭାରତରେ ଲକଡାଉନ୍ ୪.୦ ଘୋଷଣା କରିଛନ୍ତି । ତଥାପି, ସମସ୍ତ କ୍ଷେତ୍ରରେ ଲକଡାଉନ୍‌ରେ କିଛି ପରିମାଣରେ … Read More

ଏୟାର ଇଣ୍ଡିଆର ୫ ପାଇଲଟ୍‍ କରୋନା ସଂକ୍ରମିତ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‌) : ଏୟାର ଇଣ୍ଡିଆର ୫ଜଣ ପାଇଲଟ୍‍ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏହି ପାଇଲଟ୍‍ମାନେ ନିକଟରେ ଚୀନର ଗୁଆଙ୍ଗଝୌରୁ ଭାରତ ଅଭିମୁଖେ ଏକ କାର୍ଗୋ ବିମାନର ଉଡାଣ କରିଥିଲେ । ଚୀନରୁ ଆବଶ୍ୟକ ମେଡିକାଲ ସାମଗ୍ରୀ ଧରି … Read More

୮ରୁ ଏୟାର ଇଣ୍ଡିଆ ଉଡ଼ାଣ : ଲଣ୍ଡନ, ସିଙ୍ଗାପୁର, ଯୁକ୍ତରାଷ୍ଟ୍ର ଆମେରିକା ଯିବ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶର ବିଭିନ୍ନ ଅଞ୍ଚଳରେ ପଶିଥିବା ବିଦେଶୀ ଏବଂ ଅନ୍ୟ ଦେଶରେ କାମ କରୁଥିବା ଭାରତୀୟଙ୍କ ଲାଗି ସୁଯୋଗ ଖୋଲିଛି ଏୟାର ଇଣ୍ଡିଆ। ଭାରତ ସରକାରଙ୍କ ଏହି ବିମାନ ସେବା ପ୍ରଦାନକାରୀ କମ୍ପାନୀ ଲଣ୍ଡନ, ସିଙ୍ଗାପୁର ଏବଂ ଯୁକ୍ତରାଷ୍ଟ୍ର … Read More