ବଜେଟରେ ମୋଦି ସରକାର କୃଷିଋଣ ଛାଡ଼ ଘୋଷଣା କରିବେ

ଲୋକସଭା ନିର୍ବାଚନ ଆଉ ମାତ୍ର ମାସ କେଇଟା ବାକି ରହିଲା। ନିର୍ବାଚନକୁ ଆଖି ଆଗରେ ରଖି କୃଷକମାନଙ୍କୁ ଖୁସି କରିବା ପାଇଁ ଆଗାମୀ ବଜେଟରେ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍ ବର୍ତ୍ତମାନ ଦେଶରେ ଜୋର ଧରିଥିବା କୃଷିଋଣ ଛାଡ଼ କରିବାକୁ … Read More