ଭୂକମ୍ପରେ ଥରିଲା ମଣିପୁର : ରିକ୍ଟର ସ୍କେଲରେ ତୀବ୍ରତା ୪.୩

ମଣିପୁର, (ଓଡିଶା ଟାଇମ୍): ଅଖରୁଲରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି । ସକାଳ ୬.୫୬ ମିନିଟରେ ହଲକା ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବା ଏଥିରେ କାହାର କିଛି କ୍ଷୟକ୍ଷିତ ହୋଇନି । ୧୦୯ କିଲୋମିଟର ଗଭୀରରେ ଅଖୁରଲର ପୂର୍ବ-ଦକ୍ଷିଣ ପୂର୍ବରେ ୪୯ କିଲୋମିଟର ମଧ୍ୟରେ ଏହି ଭୂକମ୍ପ ହୋଇଛି । ଅବସ୍ଥାନର ଅକ୍ଷାଂଶ ଏବଂ ଦ୍ରାଘିମା ୨୪.୭୯ ଏବଂ ୯୪.୯୪ ରେକର୍ଡ କରାଯାଇଛି ।

 

Leave a Reply

Your email address will not be published. Required fields are marked *