ଥରିଲା ଲଦାଖ ଲେହ ମାଟି, ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲଦାଖ ଲେହରେ ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ପ୍ରାୟ ୬.୧୦ରେ ଏହି କମ୍ପନ ଅନୁଭୂତ ହୋଇଥିଲା । ୧୮କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି ।

ଜାତୀୟ ଗଣମାଧ୍ୟମରୁ ସୂତ୍ରୁରୁ କୁହାଯାଇଛି ଯେ, ଲଦାଖର ଲେହରେ ଏହି ଭୂକମ୍ପ ଅନୁଭୂତ ହୋିଥିଲା । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନ, ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନେଇ ଖବର ଆସିନି ।

https://twitter.com/NCS_Earthquake/status/1409314421860573187?s=20

Leave a Reply

Your email address will not be published. Required fields are marked *