କନଷ୍ଟେବଳ ଓ ଏସଆଇ ନିଲମ୍ବିତ
(ଜଗତସିଂହପୁର, ଓଡ଼ିଶା ଟାଇମ୍) ଜିଲା ଜର୍ଜ କୋର୍ଟରେ କାର୍ଯ୍ୟରତ ଦୁଇ ମହିଳା କନଷ୍ଟେବଳ ଓ ଜଣେ ମହିଳା ଏସାଆଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କଲେ ଜଗତସିଂହପୁର ଏସ୍ପି । ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ ମହିଳା କନଷ୍ଟେବଳ ରଶ୍ମିରେଖା ଦାସ,ଏମ ଏମ ବର୍ଦ୍ଧନ ଓ ମହିଳା ଏସ ଆଇ ଲିଲୁ ପ୍ରଭା ବେହେରା ।