ବଢିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୂଚନାଯୋଗ୍ୟ, ଗତ ବର୍ଷ ଏହାକୁ ବନ୍ଦ କରାଯାଇଥିବା ବେଳେ ଏବେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦୀର୍ଘ ଦିନ ଧରି ଅପେକ୍ଷାରତ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ନିଶ୍ଚିତ।
ସୂଚନାଯୋଗ୍ୟ, ଗତ ବର୍ଷ ଏହାକୁ ବନ୍ଦ କରାଯାଇଥିବା ବେଳେ ଏବେ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦୀର୍ଘ ଦିନ ଧରି ଅପେକ୍ଷାରତ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହା ଏକ ଆଶ୍ବସ୍ତିକର ଖବର ନିଶ୍ଚିତ।