ଟିକାକରଣରେ ଭିଆଇପି କଲଚରକୁ ବାଦ୍ ରଖାଯାଇଛି: ପିଏମ୍ ମୋଦି

ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍): ଗୁରୁବାର ସୁଦ୍ଧା ଦେଶରେ ଟିକକରଣ(VACCINATION) ଶହେ କୋଟି ଛୁଇଁଛି । ଏହି ଉପଲବ୍ଧି ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି(PM MODI) ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ରଖି ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ସେ କହିଛନ୍ତି … Read More

ମଣିଷ ଦେହରେ ଲାଗିଲା ଘୁଷୁରି କିଡନି

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଆମେରିକାରେ(AMERICA) ଏକ ବିରଳ ପ୍ରତିରୋପଣ ପରୀକ୍ଷା ସଫଳ ହୋଇଛି।ମଣିଷ ଦେହରେ ଘୁଷୁରି କିଡନି(PIG KIDNEY) ପ୍ରତିରୋପଣ(TRANSPLANT) କରାଯାଇଛି।ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡନି ଲଗାଇ ତାହା କାମ କରୁଛି କି ନାହିଁ ପରୀକ୍ଷା କରିଥିଲେ। ଆଉ ଏଥିରେ ଏବେ … Read More

କାଶ୍ମୀରରେ ଟାର୍ଗେଟ କିଲିଂ, ୩୨ ଜଣଙ୍କୁ ମାରିଲେଣି ଆତଙ୍କବାଦୀ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): କ’ଣ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ କମିଛି ? କ’ଣ ପୂର୍ବାପେକ୍ଷା ସ୍ଥିତି ସୁଧୁରିଛି ? ଧାରା ୩୭୦ ଉଚ୍ଛେଦ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷ ହେଲା ସ୍ଥିତି ସୁଧୁରିଛି ଏବଂ ଜମ୍ମୁ-କାଶ୍ମୀର … Read More

କାଶ୍ମୀର ଉପତ୍ୟକାରେ ବଢୁଥିବା ଆକ୍ରମଣକୁ ନେଇ ଆତଙ୍କିତ ପ୍ରବାସୀ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଜମ୍ମୁ–କାଶ୍ମୀରରେ ବଢିଚାଲିଥିବା ଆତଙ୍କୀ ଆକ୍ରମଣ ଏବଂ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଏବେ ପୁରା ଦେଶରେ ଚହଳ ସୃଷ୍ଟି ହୋଇ ଯାଇଛି । କିଛି ବର୍ଷ ହେବ ଶାନ୍ତ ପଡିଥିବା କାଶ୍ମୀର ଉପତ୍ୟକା ଏବେ ଅମାନବୀୟ ବନ୍ଧୁକଧାରୀଙ୍କ ଆତଙ୍କରେ ଥରୁଛି … Read More

‘ଅଜାଣତରେ ଲୋକଙ୍କ ଅଙ୍ଗ କାଢି ନେଉଛନ୍ତି ସରକାର’

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଦକ୍ଷିଣ କୋରିଆର ହରର ଡ୍ରାମା ସିରିଜ ସ୍କ୍ବିଡ୍ ଗେମ୍ ନେଟଫ୍ଲିକ୍ସରେ ଏବେ ବେଶ ଆଦୃତ ହେବାରେ ଲାଗିଛି । ଏହି ଶୋ’ରେ ଋଣ ଗ୍ରସ୍ତ ହୋଇଥିବା ଲୋକଙ୍କୁ ଟଙ୍କାର ପ୍ରଲୋଭନ ଦିଆଯାଇଛି । ଫଳରେ ପରସ୍ପର ମଧ୍ୟରେ ରକ୍ତାକ୍ତ ଲଢେଇ … Read More

ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧ ପରୀକ୍ଷା

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ପ୍ରକାଶ ପାଇଛି CBSE ଦଶମ ଓ ଦ୍ବାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ବାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ହେବ ଦଶମ ଟର୍ମ-୧ ପରୀକ୍ଷା … Read More

ଓଡ଼ିଶା ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍

ଭୁବନେଶ୍ବର,(ଓଡ଼ିଶା ଟାଇମ୍):  ଏଥର ଓଡ଼ିଶାର ସମସ୍ତ ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ । କଏଦୀଙ୍କ ସୁରକ୍ଷା ସାଙ୍ଗକୁ ଜେଲରୁ ବାହାରକୁ ଲମ୍ବିଥିବା ଅପରାଧକୁ ରୋକିବାକୁ ଓଡ଼ିଶା କାରାଗାର ନିର୍ଦ୍ଦେଶାଳୟ ଏଭଳି ପଦକ୍ଷେପ ନେବାକୁ ଯୋଜନା କରୁଛି । ଏହି ଡ୍ରୋନ ଗୁଡ଼ିକ … Read More

ଖୁବ ଶୀଘ୍ର ପରଦାରେ ଓଡ଼ିଆ ମୁଭି ‘ଲଭ୍ ଇମ୍ପସିବଲ୍’

ଭୁବନେଶ୍ବର,(ଓଡ଼ିଶା ଟାଇମ): ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇମ୍ପସିବଲ୍’ର ମହୁରତ ହୋଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ପୁନମ୍ ଓ ରୋହନ୍ । ସଂଗୀତ ନିର୍ଦ୍ଦେଶକ ଅଛନ୍ତି ବୈଦ୍ୟନାଥ ଦାଶ । ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ … Read More

‘ତୁ ସେଇ ନୀଳ ନୟନା’ର ସୁଟିଂ ୨୭ ତାରିଖରୁ

ଭୁବନେଶ୍ବର, (ଓଡ଼ିଶା ଟାଇମ୍):   ମୁନ୍ ଟିଭି ମୁଭିଜ୍ ପକ୍ଷରୁ ଘୋଷିତ ୧୦ଟି ନୂଆ ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଫିଲ୍ମ ‘ତୁ ସେଇ ନୀଳ ନୟନା’ର ସୁଟିଂ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରବିବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ … Read More

ପ୍ରଦୀପ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ବର, (ଓଡ଼ିଶା ଟାଇମ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ । ପ୍ରଦୀପଙ୍କ ଘର ସମେତ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । … Read More