ସୋମବାର ଆଗତ ହେବ କୃଷି ଆଇନ ପ୍ରତ୍ୟାହାର ବିଧେୟକ
ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : କୃଷି ଆଇନ ପ୍ରତ୍ୟାହର ଘୋଷଣାର ୧୦ ଦିନ ପରେ ଅର୍ଥାତ ଆସନ୍ତା ୨୯ ତାରିଖରେ ସଂସଦରେ ଉପସ୍ଥାପନ ହେବ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବେନେଟର ମଞ୍ଜୁରୀ … Read More